ଆସନ୍ତକାଲି (ଗୁରୁବାର) ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବର୍ଡର ଗାଭାସ୍କର ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍। ସିଡନୀରେ ଏହି ମ୍ୟାଚ୍ ଖେଳାଯିବ। ୪ଟିକିଆ ସିରିଜରେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷ ଭିତରେ ଭାରତ ଗୋଟିଏ ବି ସିରିଜ ବିଜୟୀ ହୋଇ ନାହିଁ।…