ଭୁବନେଶ୍ୱର:୧୬ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇବ ବୋଲି ଚର୍ଚ୍ଚା ଚାଲିଛି। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜୁ ଜନତା ଦଳକୁ ଦିଲ୍ଲୀପ ରାୟ ଫେରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଯେଉଁ ଆଳି ରାଣୀ-ସୁଶ୍ରୀଦେବୀଙ୍କ ସହ ୨୦୦୨ରେ ଦିଲ୍ଲୀପ ରାୟ ଦ୍ୱିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।…