୮୦ ଓ ୯୦ ଦଶକରେ ସବୁଠୁ ଫେମସ୍ ଆକ୍ଟ୍ରେସ ଭାବରେ ଭାରି କ୍ରେଜ ଥିଲା ମାଧୁରୀ ଦୀକ୍ଷିତଙ୍କର। ମାଧୁରୀଙ୍କ ଡ୍ୟାନ୍ସ ଓ ଆକ୍ଟିଂର ଆଜି ବି ଫ୍ୟାନମାନେ ଦିଓ୍ୱାନା। ବୟସ ବଢ଼ିଥିଲେ ବି ଚମକ ଏବେ ବି ଭରି ରହିଛି। କିନ୍ତୁ ଏକଥା ବହୁତ କମ୍ ଲୋକ ଜାଣିଥିବେ ଯେ, ତାଙ୍କ…