ପ୍ରବୀଣ ଯାଦବ। ଏହି ନାଁକୁ ହାତ ଗଣତି କିଛି ଲୋକ ଜାଣିଥିଲେ ଆଗରୁ।ମୂଲିଆ ବାପାର ପୁଅ।ଏବେ ଦେଶ ପାଇଁ ଗୌରବ ଆଣିଛନ୍ତି।ନେଦରଲ୍ୟାଣ୍ଡରେ ଶେଷ ହୋଇଥିବା ବିଶ୍ୱ ତୀରନ୍ଦାଜ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଦଳଗତ ଇଭେଣ୍ଟରେ ସିଲଭର ମେଡାଲ୍ ଜିତି ହାତେଇଛନ୍ତି…