ରଜରେ ଓଡ଼ିଆ ସିନେ ଦର୍ଶକଙ୍କୁ ଝୁମାଇଲା ଦୁଇ ଦୁଇଟା ଲଭ ଷ୍ଟୋରୀ।ଚିରାଚରିତ ଫ୍ୟାମିଲି କାହାଣୀ ବଦଳରେ ଓଡ଼ିଆ ସିନେପ୍ରେମୀ,ଏଥର ରୋମାନ୍ସ ଓ କମେଡି ଫିଲ୍ମକୁ ପସନ୍ଦ କରିଛନ୍ତି।ବାବୁଶାନ ଓ ତମନ୍ନାଙ୍କ‘ଗୋଲ୍‌ମାଲ୍ ଲଭ୍’ ଏବଂ ‘ତୁ ମୋ ଲଭ୍ ଷ୍ଟୋରୀ-ଟୁ’ ଦର୍ଶକଙ୍କ ରଜ ବଜାରକୁ ଖୁବ ତାଜା କରିଦେଲା।ତୁ ମୋ ଲଭ୍ ଷ୍ଟୋରୀର…