Uncategorized କାଳିଆ ଠାକୁରଙ୍କୁ ରଥରେ ବୁଲାଉଥିବା ନନ୍ଦିଘୋଷ ଉପରେ ରାଗିଛନ୍ତି ମହାଲକ୍ଷ୍ମୀ July 8, 2019 ସ୍ତ୍ରୀଙ୍କୁ ନଆଣି ବଡ଼ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଛନ୍ତି କାଳିଆ ଠାକୁର। ସେଥିପାଇଁ ସ୍ୱାଭିମାନୀ ଲକ୍ଷ୍ମୀ ସାଆନ୍ତାଣିଙ୍କ ରାଗର ଶିକାର ହୁଅନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। କାରଣ ମାଉସୀ ଘର ଶ୍ରୀଗୁଣ୍ଡିଚାଙ୍କ ଘରକୁ ନନ୍ଦିଘୋଷ ହିଁ କାଳିଆ ସାଅନ୍ତଙ୍କୁ ନେଇ ଯାଅନ୍ତି। ତେଣୁ ମା…
Connect With Us