ଟ୍ୟୁନ୍ ସମାନ,ଭାଷା ଭିନ୍ନ।ତଥାପି ଶ୍ରୋତାଙ୍କୁ କିମିଆ କରୁଛି ରଙ୍ଗବତୀ।ସତେ ଯେମିତି ରଙ୍ଗବତୀ ସହ ବିଶ୍ୱର କୋଟି କୋଟି ସଙ୍ଗୀତପ୍ରେମୀଙ୍କ ରହିଛି ଭାବଗତ ସଂପର୍କ।ବଙ୍ଗଳା ସିନେମା‘ଗୋତ୍ର’ରେ ସ୍ଥାନ ପାଇଛି ରଙ୍ଗବତୀ ଗୀତ।ଏହି ଗୀତ ମାଧ୍ୟମରେ ଫିଲ୍ମରେ ଦର୍ଶାଯାଇଛି ଓଡ଼ିଶା ଓ ବଙ୍ଗଳାର ସାଂସ୍କୃତିକ ସାମଞ୍ଜସ୍ୟକୁ।ଫିଲ୍ମ ରିଲିଜ୍ ପୁର୍ବରୁ ସୋସିଆଲ ମିଡିଆରେ ଶ୍ରୋତାଙ୍କ ହୃଦୟ…