
ପ୍ରତିଦ୍ୱନ୍ଦ୍ୱୀ ଚିହ୍ନି ପାରିଲେନି:BJP ବଦଳରେ ଆଞ୍ଚଳିକ ଦଳକୁ ଟାର୍ଗେଟ କରୁଥିଲେ ରାହୁଲ
୧୯ଜୁନ ହେଉଛି ରାହୁଲ ଗାନ୍ଧିଙ୍କ ଜନ୍ମ ଦିନ।୨୦୦୪ରେ ଆମେଥିରୁ ଲୋକସଭାରେ ପହଞ୍ଚିଥିବା ରାହୁଲ କଂଗ୍ରେସର ସାଧାରଣ ସମ୍ପାଦକରୁ ଉପାଧ୍ୟକ୍ଷ ହୋଇ ଏବେ ଅଧ୍ୟକ୍ଷ।କ୍ୟାରିୟର ଆରମ୍ଭରୁ ରାହୁଲ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚିହ୍ନିବାରେ ଭୁଲ କରିଛନ୍ତି।କାରଣ ରାହୁଲଙ୍କୁ ଘେରି ରହିଛନ୍ତି କିଛି ତୋଷାମଦିଆ।ବାସ୍ତବରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଲୋକସମ୍ପର୍କ ନଥିବା ଅନେକ ନେତା…
Connect With Us