ଫିଲ୍ମ
ବଙ୍ଗାଳୀ ତଡ଼କା ସହ ଫେରିଲା ରଙ୍ଗବତୀ,ସୋସିଆଲ ମିଡିଆରେ ଧମାକା
ଟ୍ୟୁନ୍ ସମାନ,ଭାଷା ଭିନ୍ନ।ତଥାପି ଶ୍ରୋତାଙ୍କୁ କିମିଆ କରୁଛି ରଙ୍ଗବତୀ।ସତେ ଯେମିତି ରଙ୍ଗବତୀ ସହ ବିଶ୍ୱର କୋଟି କୋଟି ସଙ୍ଗୀତପ୍ରେମୀଙ୍କ ରହିଛି ଭାବଗତ ସଂପର୍କ।ବଙ୍ଗଳା ସିନେମା‘ଗୋତ୍ର’ରେ ସ୍ଥାନ ପାଇଛି ରଙ୍ଗବତୀ ଗୀତ।ଏହି ଗୀତ ମାଧ୍ୟମରେ ଫିଲ୍ମରେ ଦର୍ଶାଯାଇଛି ଓଡ଼ିଶା ଓ ବଙ୍ଗଳାର ସାଂସ୍କୃତିକ ସାମଞ୍ଜସ୍ୟକୁ।ଫିଲ୍ମ ରିଲିଜ୍… Read More