ଭୁବନେଶ୍ୱର: ୨୦୧୯ରେ କେନ୍ଦ୍ରରେ କିଏ ଗଢ଼ିବେ ସରକାର ସେ ନେଇ ମିଡିଆ ହାଉସ୍ ଓପିନିଅନ୍ ପୋଲ୍ କରିବାରେ ବ୍ୟସ୍ତ। ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ଜିତିବା ପରେ ଜନମତ ବିଜେପି ବିରୋଧରେ ଗଲା ପରି ଲାଗୁଛି। କିନ୍ତୁ ଦିଲ୍ଲୀ ରାଜନୀତିରେ ଦଖଲ ରଖିଥିବା ନେତାଏ କହୁଛନ୍ତି ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ।…