ନ୍ୟୁଜ୍, ପଲିଟିକ୍ସ ରାଜ୍ୟସଭା ନିର୍ବାଚନ ଘମାସନ:BJD ଫଟାଇ ଥିଲେ ଦିଲ୍ଲୀପ ରାୟ,ଓ୍ୱାକଭର୍ ଦେବ BJP! March 11, 2020 ରାଜ୍ୟସଭା ନିର୍ବାଚନ ପାଇଁ BJD ପକ୍ଷରୁ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସୁବାସ ସିଂ,ମୁନା ଖାଁ,ସୁଜିତ କୁମାର ଏବଂ ୪ର୍ଥ ପ୍ରାର୍ଥୀ ଭାବେ ମମତା ମହନ୍ତ ଆଜି(ବୁଧବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସେପଟେ ୯ ବିଧାୟକ ଥିବା କଂଗ୍ରେସ,ରାଜ୍ୟସଭା ନିର୍ବାଚନରେ ଭାଗ ନେଉନାହିଁ।ସେହିଭଳି ୨୩ ବିଧାୟକ ଥିବା BJP ଯଦି ପ୍ରାର୍ଥୀ ନଦିଏ…
Connect With Us