ଫିଲ୍ମ
ଶ୍ରୀଦେବୀଙ୍କ ଝିଅ ସହ ଆତ୍ମାର ଭେଟଘାଟ ହେଲା ମନାଲିରେ!
ଅଶୀ ଦଶକର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର।ଧଡକ ଜରିଆରେ ବଲିଉଡରେ ନିଜର ଡେବ୍ୟୁ କରିଛନ୍ତି ।ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍ ପ୍ରଶଂସା କରିଥିଲେ।ତେବେ ଏହି ଫିଲ୍ମ ପରେ ଜାହ୍ନବୀ ଏବେ ଆଉ ଏକ ଫିଲ୍ମରେ ବ୍ୟସ୍ତ ଅଛନ୍ତି।ନିଜର ଅପକମିଂ… Read More