ଫିଲ୍ମ
2.0 ଟିଜର କହୁଛି ବହୁତ କଥା, କିନ୍ତୁ ହାଇଏଷ୍ଟ ବଜେଟ୍ ଫିଲ୍ମ ଦର୍ଶକଙ୍କ ଆଶା ପୂରଣ କରିବ ତ?
ମୁମ୍ବାଇ: ୫୪୩କୋଟି ଟଙ୍କାର ବଜେଟର ଫିଲ୍ମ 2.0ର ୩ବର୍ଷ ହେଲାଣି ସୁଟିଂ ଚାଲିଛି। ବିଶ୍ୱର ସୁନାମଧନ୍ୟ ୩ହଜାର ଟେକନିସଆନକୁ ଡାଇରେକ୍ଟର ଶଙ୍କର ନିର୍ମାଣ କରୁଛନ୍ତି ଏହି ସିନେମା। ଫିଲ୍ମ ରୋବୋଟ୍ର ସିକ୍ୱେଲ୍ 2.0ର ଟିଜର ୩କୋଟିରୁ ଅଧିକ ଭିୟୁ ହୋଇସାରିଛି। ସୋସିଆଲ ମିଡିଆରେ ଏହାର… Read More