
ପୂର୍ବତନ PMଙ୍କୁ ଓଡ଼ିଆ ବୋହୂଙ୍କ ଜବାବ-‘ଆପଣ ସର୍ବସାଧାରଣରେ କାହିଁକି ଦେଉଛନ୍ତି ଭାଷଣ’
ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ୨୦୧୮ ଜୁଲାଇ ୧୪ରେ ଓଡ଼ିଶା ଭାଗ୍ୟରେ ଜୁଟିଲା।ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ ମାନସିଂଙ୍କୁ ନରେନ୍ଦ୍ର ମୋଦି ସରକାର ରାଜ୍ୟସଭାକୁ ନେଲେ।ରଘୁନାଥ ମହାପାତ୍ରଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା,କିନ୍ତୁ ସୋନାଲ ମାନସିଂ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ପରିବାରରୁ।ସୋନାଲଙ୍କ ଜେଜେବାପା ମଙ୍ଗଳଦାସ…
Connect With Us