ନ୍ୟୁଜ୍
ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‘ବହୁମୂଲ୍ୟ ଦେବେ ଆତଙ୍କବାଦୀ’
ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ କରିଦେଲେ,ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ।ସହିଦଙ୍କ ପ୍ରତି ରକ୍ତବିନ୍ଦୁର ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁହଁ ତୋଡ ଜବାବ ଦୋକୁ ଯବାନଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।ଆତଙ୍କବାଦୀ ନିପାତ ହେବେ୧-ଆତଙ୍କବାଦୀମାନେ ବହୁତ… Read More