ସ୍ପୋର୍ଟସ୍
ପାକିସ୍ତାନ ଲେଦର ଫ୍ୟାକ୍ଟ୍ରି ବୟ ଆବାସ, ଶତାବ୍ଦୀରେ ବେଷ୍ଟ ଫାଷ୍ଟ ବୋଲର : ୧୦ଟେଷ୍ଟରୁ ୫୦ଓ୍ୱିକେଟ୍
କ୍ରିକେଟର ଓ୍ୱଣ୍ଡର ବୟ ସେ। ବିଶ୍ୱ କ୍ରିକେଟରେ ଏବେ ତାଙ୍କରି ଚର୍ଚ୍ଚା। ନାଁ ମହମ୍ମଦ ଆବାସ୍। ପାକିସ୍ତାନର ଡାହାଣହାତୀ ଫାଷ୍ଟ ବୋଲର। ନିକଟରେ ଆବୁଧାବିରେ ଅଷ୍ଟ୍ରେଲିଆକୁ ୩୭୩ ରନର ବୃହତ ବ୍ୟବଧାନରେ ପାକିସ୍ତାନ ମାତ୍ ଦେବା ପରେ ସାମନାକୁ ଆସିଛନ୍ତି ମହମ୍ମଦ ଆବାସ। ଉଭୟ… Read More