ଆଉ ଶୁଣିବାକୁ ମିଳିବନି ଚାଟଶାଳୀର ଅବଧାନଙ୍କ ଭବିଷ୍ୟତ ଗଠନର ମନ୍ତ୍ର।ଆଧୁନିକତାର ଛିଟାରେ ଆଉ ବାରିହେବନି ପାରମ୍ପରିକ ଶିକ୍ଷାର ପାଦଚିହ୍ନ।ଦେଖିବାକୁ ମିଳିବନି ଶତାୟୁ ଶିକ୍ଷକଙ୍କ ସଂଙ୍ଘର୍ଷ,ବଢ଼ିବନି ଚାଟଶାଳୀର ଆୟୁଷ।ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା  ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି,ସମ୍ମାନୀୟ ନନ୍ଦ ସାରଙ୍କ ଦେହାନ୍ତ ହୋଇଛି।ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…