

ଚେକମେଟ୍ ପ୍ଲାନରେ ବିଜେପି, ରାଜ୍ୟପାଳଙ୍କ ଦ୍ୱାରା ବରଗଡ଼ ଇଥନଲ ପ୍ଲାଣ୍ଟର ହେବ ଶିଳାନ୍ୟାସ
ଭୁବନେଶ୍ୱର: ସାଧାରଣତଃ ଜାତୀୟ ସ୍ତରୀୟ ପ୍ରକଳ୍ପର ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ଥାଏ। ମାତ୍ର ବରଗଡ଼ରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିଳାନ୍ୟାସ ହେବାକୁ ଥିବା ବାୟୋ-ରିଫାଇନାରୀ ପ୍ରୋଜେକ୍ଟରେ ରାଜ୍ୟପାଳଙ୍କୁ ଅତିଥି କରାଯାଇଛି। ତାଳଚେର ସାର କାରଖାନାର ନବୀକରଣର ଶିଳାନ୍ୟାସ ହେଉ କି ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ ଉତ୍ସବ,ସବୁଠି…
Connect With Us