ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ।ପ୍ରଥମ ଥର ଶପଥ ଗ୍ରହଣ ଉତ୍ସବ ରାଜଭବନରେ ନହୋଇ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଲା।ମନ୍ତ୍ରୀ ପରିଷଦର ୧୧କ୍ୟାବିନେଟ୍ ଓ ୯ରାଷ୍ଟ୍ରମନ୍ତ୍ରୀଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇଲେ।ତେବେ ମନ୍ତ୍ରୀ ପରିଷଦକୁ ଦେଖିଲେ ଲାଗୁଛି ଓଡ଼ିଶା ସରକାର ଉପରେ ଅମଲାତନ୍ତ୍ରର ଯଥେଷ୍ଟ…