ନ୍ୟୁଜ୍
ଅଡୁଆରେ ନବୀନ:ବିଜୟଙ୍କୁ ନେଇ ବାରଗେନ୍ କରୁଛନ୍ତି ଦିଲ୍ଲୀପ ରାୟ!
୧୭ ବର୍ଷ ପରେ ଓଡ଼ିଶାର ରାଜନୈତିକ ଇତିହାସ କଡ଼ ଲେଉଟାଇଲା। ୨୦୦୨ରେ ଯେଉଁ ଦଳରୁ ନିଲମ୍ବିତ ହୋଇଥିଲେ ସେହି ବିଜେଡିକୁ ଦିଲ୍ଲୀପ ରାୟ ଫେରୁଛନ୍ତି!ଆଜି(ଶନିବାର)ସଂଧ୍ୟାରେ ଦିଲ୍ଲୀପ ରାୟ,ପ୍ରଣବ ଦାସଙ୍କ କାରରେ ନବୀନ ନିବାସ ଯାଇଥିଲେ।ନବୀନଙ୍କ ସହ ଦିଲ୍ଲୀପଙ୍କ ଆଲୋଚନା ବେଳେ ଅନଙ୍ଗ ଉଦୟ ସିଂହଦେଓ,ପ୍ରସନ୍ନ… Read More