ନ୍ୟୁଜ୍
ଦେଶର ସମ୍ମାନ ବଢ଼ାଇଲେ; କିନ୍ତୁ ଅର୍ଜୁନ ସମ୍ମାନ ପାଇଲେନି ଦୂତୀ
ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ୨୦୧୮ପାଇଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ଆଓ୍ୱାର୍ଡ ପ୍ରଦାନ କରାଯାଇଛି। ସେହିପରି ଓ୍ୱାର୍ଲଡ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ମହିଳା ଓ୍ୱେଟଲିଫ୍ଟର ସାଇଖମ ମିରାବାଇ ଚାନୁଙ୍କ ମଧ୍ୟ ରାଜୀବ ଗାନ୍ଧି ଖେଳରତ୍ନ… Read More