ନ୍ୟୁଜ୍, ପଲିଟିକ୍ସ ବିଧାନସଭାକୁ ଫେରୁ ନାହଁନ୍ତି ବିରୋଧି ଦଳ ନେତା!ବଲାଙ୍ଗିରରେ ଅର୍କେଶଙ୍କ ହେବ କି ଜିତାପଟ? April 14, 2019 ବଲାଙ୍ଗିର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର। ଆସନ୍ତା ୧୮ତାରିଖରେ ମତଦାନ ହେବାକୁ ଥିବା ବଲାଙ୍ଗିରରେ ଏବେ ପୁଣି ଲଢ଼େଇ ରାଜା ପରିବାର ବନାମ ମିଶ୍ର ଫ୍ୟାମିଲି।୪ଥରର ବିଧାୟକ ଅନୁଭବୀ ନରସିଂହ ମିଶ୍ର,କଂଗ୍ରେସ ଟିକେଟରେ ଲଢୁଛନ୍ତି।ତାଙ୍କୁ ଟକ୍କର ଦେଉଛନ୍ତି ନିର୍ବାଚନରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ…
Connect With Us