ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ କରିବାରୁ ଅଡୁଆରେ ଏବେ ବିଜେପି ଏମପି ବରୁଣ ଗାନ୍ଧି। ସାଂସଦଙ୍କ ଦରମା ବୃଦ୍ଧି ଅନାବଶ୍ୟକ ବୋଲି ବାରମ୍ବାର କହୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ହେଲେ ସାଂସଦଙ୍କ ଦରମା ବୃଦ୍ଧିକୁ ପ୍ରଶ୍ନ ନକରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(PMO)ରୁ ଚାପ ପଡୁଛି ବୋଲି ସୁଲତାନପୁର ସାଂସଦ ବରୁଣ…