ନୂଆଦିଲ୍ଲୀ: ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଥିଲେ। ବିଧାନସଭା ଲୋକସଭାରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ରଖିବାକୁ ଓଡ଼ିଶା ବିଧାନସଭାରେ ଗତ ନଭେମ୍ବର ୨୦ରେ ଏକ ସଂକଳ୍ପ ପାରିତ ହେଲା। ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବା ସହ ୨୨ଟି ରାଜନୈତିକ ଦଳର ସମର୍ଥନ ଲୋଡ଼ିଲା…