ବିଭିନ୍ନ ପ୍ରକାରର ସଙ୍କଟ ଭିତରେ ବର୍ତ୍ତମାନ ଓଡିଶାରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାମ୍ନାକୁ ଆସିଛି। ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥାକୁ ଅନୁଧ୍ୟାନ କଲେ ଏହାର ସ୍ଥିତି ସଙ୍ଗୀନ ରହିଥିବାର ସ୍ପଷ୍ଟ ହେଉଛି। ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଉତ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଓଡିଶାରୁ ଖୁବ୍ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତରୀ ପାସ୍…