ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ସରକାର ଗଢ଼ି ସାରିଲେଣି।୪୨ଟି ବିଧାନସଭା ଆସନରେ ଭୋଟ ହୋଇନାହିଁ,ନବୀନ ପଟ୍ଟନାୟକ କହିଲେଣି ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି।ମତଦାନ ହୋଇଥିବା ୧୦୫ଟି ଆସନରୁ ବିଜେଡିକୁ ବହୁମତ ମିଳି ସାରିଛି ବୋଲି ନବୀନ କହୁଛନ୍ତି।ଅର୍ଥାତ…
ପଲିଟିକ୍ସ
ମାହାଙ୍ଗାରୁ ଯିଏ ଜିତୁଛି, ସେହି ଦଳ ସରକାର ଗଢୁଛି : ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ; ନବୀନ, ଧର୍ମେନ୍ଦ୍ର ନା ନିରଞ୍ଜନ?
ଭୁବନେଶ୍ୱର: ଭାରତର ରାଜନୈତିକ ମୁଡ୍ ଦର୍ଶାଇଥାଏ ଉତ୍ତରପ୍ରଦେଶ ବାରଣାସୀର ଗଙ୍ଗା ଘାଟ । ଏଠାକୁ ଅସ୍ଥି ବିସର୍ଜନ ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକ ଆସନ୍ତି। ସେହି ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତି ରାଜନୀତିରେ ରୁଚି ରଖୁଥିବା ଉତ୍ତର ପ୍ରଦେଶର…