ନ୍ୟୁଜ୍ ଅଖିମୁଠି ପାଳୁଛି ଓଡ଼ିଶା:ଶ୍ରୀମନ୍ଦିର ରଥ ନିର୍ମାଣର ପଡ଼ିଲା ଅନୁକୂଳ April 23, 2023 ବାର ମାସରେ ତେର ପର୍ବ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ତିଥିରେ ବିଭିନ୍ନ ପର୍ବ ପାଳନ କରୁଥିବା ଓଡ଼ିଶା ରାଜ୍ୟରେ ପ୍ରତେକ ପର୍ବର ସ୍ୱତନ୍ତ୍ରତା ରହିଛି। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ ଅଧିକାଂଶ ପର୍ବ ତିଥି ସହ ଜଡ଼ିତ। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ମଧ୍ୟ…
ନ୍ୟୁଜ୍ ବିପଦରେ ଶ୍ରୀମନ୍ଦିର:ଖସୁଛି ପଥର,ବୋହୁଛି ପାଣି October 29, 2022 ‘ବଡ଼ ଦେଉଳୁ ପଥର, ଖସୁଥିବ ଥରକୁ ଥର’ ମାଳିକାର ଏହି ଭବିଷ୍ୟବାଣୀ ସତ ହେଉଛି। ଶ୍ରୀମନ୍ଦିର ମୁଦୁଲି ଦ୍ୱାର ପାର୍ଶ୍ୱ ନାଟମଣ୍ଡପରୁ ପଥର ଖସିଛି। ଯାହାର ଓଜନ ପ୍ରାୟ 3 କିଲୋ ହେବ ଏବଂ ଆକାର ହେବ ଦେଢ଼ ଫୁଟର। କେବଳ ବଡ଼ଦେଉଳ ନୁହେଁ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଫାଟ ହେଲାଣି। ଅବଶ୍ୟ…
ନ୍ୟୁଜ୍, ପଲିଟିକ୍ସ ରାଜନୀତିରେ ଜଗନ୍ନାଥ ! October 1, 2022 ‘ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ନିଜେ ନାରାୟଣ’ ଏ ଉକ୍ତି ସହିତ ପ୍ରାୟତଃ ସବୁ ଓଡ଼ିଆ ପରିଚିତ। ମାତ୍ର ଏ ଉକ୍ତିକୁ ଚ୍ୟାଲେଞ୍ଜ କରି ଏବେ କିଛି ପଲିଟିକାଲ ଓପିନିୟନ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜନୀତିର ମହାନାଟକରେ ଏବେ ମହାପ୍ରଭୂ ଶ୍ରୀଜଗନ୍ନାଥ। ଦୁଇଦିନ ଧରି ଓଡ଼ିଶାରେ ହୋଇଥିବା ବିଜେଡ଼ି ଓ…
ନ୍ୟୁଜ୍ ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:ବାଦ୍ ପଡ଼ିଲା ରତ୍ନଭଣ୍ଡାର ପ୍ରସଙ୍ଗ September 27, 2022 ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗକୁ ନେଇ ପରିଚାଳନା ବୈଠକ ବସିଛି ।ଗଜପତି ମହାରାଜା ଦିବ୍ୟସିଂହ ଦେବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ପ୍ରାୟତଃ ଅନେକ ପ୍ରସଙ୍ଗ ସମ୍ବନ୍ଧରେ ଆଲୋଚନା ହୋଇଛି। ମାତ୍ର ଶ୍ରୀମନ୍ଦିର ପରିଚ।ଳନା କମିଟି ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା ହୋଇପାରିନାହିଁ। ରତ୍ନଭଣ୍ଡ।ରକୁ ନେଇ ପରିସ୍ଥିତି ସରଗରମ ଥିବାରୁ ବୈଠକରେ ଏହି…
ନ୍ୟୁଜ୍ ଅମାନିଆ ସେବାୟତ,କଥା କଥାକେ ଉପାସରେ ରଖୁଛନ୍ତି ଷାଠିଏ ପଉଟି ଖିଆ କାଳିଆକୁ December 28, 2018 ପୁରୀ: କଥାରେ ଅଛି କାଳିଆ ସାଠିଏ ପଉଟି ଖିଆ।କାଳିଆ ପାଖରେ ଲାଗି ହେଲା ପରେ ଆନନ୍ଦ ବଜାରରେ ମହାପ୍ରସାଦ କାଣିଚାଏ ପାଇ ଦିବ୍ୟ ଆନନ୍ଦ ଲାଭ କରିବା ଉଦ୍ଦେଶ୍ୟରେ ଶହ ଶହ କିଲୋମିଟର ଦୂରରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସେ ଭକ୍ତଟିଏ। କିନ୍ତୁ ମହାପ୍ରସାଦ ପାଇବା ତ ଦୂରର କଥା ନିଜ ହୃଦୟର…
Connect With Us