ଫିଲ୍ମ
ସୈଫ୍ଙ୍କ ସହ ବିବାହର ସାଢ଼େ ୬ବର୍ଷ ପରେ କରୀନା କହିଲେ ‘ମୋର ଏହା ଦ୍ୱିତୀୟ ବିବାହ’!
ମାଆ ହେବା ପରେ ବି କମିନି କ୍ରେଜ୍। ଏବେ ବି ବଲିଉଡରେ ନିଜର ଯାଦୁ ଚଳାଇଛନ୍ତି ବେବୋ। ନିକଟରେ କରୀନା କପୁର ଲାକମୀ ଫ୍ୟାସନ ୱିକରେ ସୋ’ ଷ୍ଟପର ହୋଇଥିଲେ। ସୋ’ର ଶେଷ ଦିନରେ କରୀନା ବ୍ଲାକ କଲର ଡ୍ରେସ ପିନ୍ଧି ରାମ୍ପ ୱାକ୍… Read More