ପଲିଟିକ୍ସ
ଜୁନ୍୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କଲେ, ନଭେମ୍ବର୨୪ରେ ପୂର୍ବତନ ସାଂସଦ ଖାରବେଳଙ୍କୁ ପିଟିଲେ
ଭୁବନେଶ୍ୱର:ବିରୋଧି ଦଳର ନେତାଙ୍କୁ ଆକ୍ରମଣ କରିବାର ତାରିଖ ଧାର୍ଯ୍ୟ ହେଲା ପରି ଲାଗୁଛି। ଆକ୍ରମଣର ତାରିଖ ହେଉଛି୨୪। ଅଘୋଷିତ ନିଷ୍ପତି ଅନୁସାରେ ବୋଧହୁଏ, ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁଙ୍କୁ ନଭେମ୍ବର ୨୪ରେ ମାଡ଼ ମରାଗଲା।ରାୟଗଡ଼ା ଜିଲ୍ଲା କାଶୀପୁରରେ… Read More