ନ୍ୟୁଜ୍ କଟାକ୍ଷ ପୁରୁଷ ନୀରବିଲେ November 8, 2021 ଆଖି ଆଗରେ ଝଲସିବନି ସାମ୍ପ୍ରତିକ ପ୍ରସଙ୍ଗ ଆଧାରିତ ବ୍ୟଙ୍ଗ ବାଣୀ। ଗୁଞ୍ଜରୀତ ହେବନି କିଶୋରଙ୍କ କଥା। ଜମିବନି କଟାକ୍ଷର ଆସର,ଦେଖିବାକୁ ମିଳିବନି କିଶୋରଙ୍କ ବ୍ୟଙ୍ଗ ଚିତ୍ର। କାରଣ ସରକାରଙ୍କୁ ଚେତେଇବା ଓ ଲୋକଙ୍କୁ ଚିନ୍ତାର ଚୈତନ ପ୍ରଦାନ କରୁଥିବା କଟାକ୍ଷର ସ୍ରଷ୍ଟା କିଶୋର ରଥ ଏବେ ଆର ପାରିର ଯାତ୍ରୀ। ଚିତ୍ର,…
Connect With Us