ନ୍ୟୁଜ୍
ଅଫେରା ରାଇଜରେ ବଲିଉଡ୍ କମେଡି ବାଦଶାହ କାଦର ଖାନ୍
ନୂଆବର୍ଷ ବଲିଉଡ୍ ପାଇଁ ଆଣିଲା ଦୁଃଖ ଖବର। ବର୍ଷିୟାନ୍ ଅଭିନେତା ତଥା କମେଡି ଷ୍ଟାର କାଦର ଖାନଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କାଦର ଖାନ। କାନାଡାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।… Read More