ନୂଆ ବର୍ଷରେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଥିଲା ଅସମ୍ଭାଳ ଭିଡ। ଅପେକ୍ଷା କରିଥିଲେ ଅନେକ ଶ୍ରଦ୍ଧାଳୁ। ମାତ୍ର ନୂଆ ତିଥିରେ ହିଁ ଉପାସ ରହିଥିଲେ ପ୍ରଭୁ ଲିଙ୍ଗରାଜ। ଭୋଗମଣ୍ଡପ ପଟେ ଜଣେ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଭିତ୍ତି କରି ୨ ସେବାୟତ ଗୋଷ୍ଠୀଙ୍କ ଭିତରେ ବିବାଦ ପାଇଁ ମନ୍ଦିରରେ ତାଲା ଝୁଲିଲା।ସମସ୍ୟାର…