ସତେ ଯେମିତି ବଲିଉଡରେ ଲାଗିଛି କାହା ନଜର। ଜଣଙ୍କ ପରେ ଜଣେ ସେଲିବ୍ରିଟି ଖତରନାକ କ୍ୟାନସର ରୋଗରେ ପୀଡ଼ିତ ହେଉଛନ୍ତି। ଇର୍ଫାନ୍ ଖାନ୍, ସୋନାଲି ବେନ୍ଦ୍ରେଙ୍କ ପରେ ରାକେଶ ରୋଶନ କ୍ୟାନସର କବଜାରେ। ରାକେଶ ରୋଶନ ଏବେ ଚିକିତ୍ସାଧୀନ ଅଛନ୍ତି।…