ସ୍ପୋର୍ଟସ୍
IPLର ସେଞ୍ଚୁରୀ ମାଷ୍ଟର ଗେଲ୍-ଡିଭିଲିୟର୍ସ: ସିକ୍ସର ବଏ ବିଜୟ-ପନ୍ଥ
ଆଇପିଏଲ୍ ସିଜିନ୍-୧୨ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁକୁ ହରାଇଛି ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ। ଆଇପିଏଲ କହିଲେ ରୋମାଞ୍ଚକୁ ବୁଝାଏ।ଠିଆ ହୁଏ ରନ୍ ପାହାଡ଼।କାହାର ବ୍ୟାଟ୍ ଚାଲିଲେ ରନ୍ ବର୍ଷା ହୁଏ। କେତେବେଳେ ଫଟାଫଟ ଗଳିପଡ଼େ ଓ୍ୱିକେଟ। ଏଥର ପ୍ରଥମ ମ୍ୟାଚରେ ଯାହା ଅବସ୍ଥା… Read More