କ୍ରିକେଟ ମହାକୁମ୍ଭ ୨୦୧୯ ବିଶ୍ୱକପରେ ଯବନିକା ପଡ଼ିଛି। ଇଂଲଣ୍ଡ ଚାମ୍ପିଅନ୍ ଓ ରନର୍ସ ଅପ୍ ହୋଇଛି ନ୍ୟୁଜିଲାଣ୍ଡ। ନକ୍ ଆଉଟରୁ ଆଉଟ୍ ହେଲା ଟିମ୍ ଇଣ୍ଡିଆ। ତୃତୀୟ ଥର ଭାରତ ବିଶ୍ୱବିଜେତା ସ୍ୱପ୍ନ ଚୁରମାର ହୋଇଯାଇଛି। ୧୯୮୩ରେ ପ୍ରଥମ ଥର କ୍ରିକେଟ ବିଶ୍ୱବିଜେତା ହୋଇଥିଲା ଟିମ୍ ଇଣ୍ଡିଆ। ୨୪ ବର୍ଷୀୟ କପିଲ…