Uncategorized, ନ୍ୟୁଜ୍, ପଲିଟିକ୍ସ କଂଗ୍ରେସରେ ତ୍ରିକୋଣୀୟ ଲଢ଼େଇ: ଜାଣନ୍ତୁ କିପରି ହୁଏ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ? October 2, 2022 କଂଗ୍ରେସ ହେଉଛି ଭାରତର ପ୍ରମୁଖ ଜାତୀୟ ରାଜନୈତୀକ ଦଳ। ଅନେକ ସମୟରେ ଗାନ୍ଧୀ ପରିବାରର ସଦସ୍ୟ ଏହାର ଅଧ୍ୟକ୍ଷ ଆସନରେ ବସୁଥିବା ବେଳେ କେବେକେବେ ଏ ପଦବୀ ପାଇଁ ନିର୍ବାଚନ ମଧ୍ୟ ହୋଇଛି। ତିନି ଦଶନ୍ଧିର ରେକର୍ଡକୁ ଆଲୋଚନା କଲେ ଜଣାଯାଏ ଯେ କଂଗ୍ରେସ ଅଧ୍ୟକ୍ଷତା କ୍ଷେତ୍ରରେ ଦୁଇଥର ନିର୍ବାଚନ ହୋଇଛି।…
ନ୍ୟୁଜ୍, ପଲିଟିକ୍ସ ଥରୁର ବନାମ ଖଡ଼ଗେ:କିଏ ହେବେ କଂଗ୍ରେସ ଅଧ୍ୟକ୍ଷ September 30, 2022 ସବୁ ସସ୍ପେନ୍ସର ଅନ୍ତ ଘଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥିଙ୍କ ନାଁ ଆଗକୁ ଆସିଛି। ପ୍ରାର୍ଥୀତ୍ୱକୁ ନେଇ ଅନେକ ନାଁ ଚର୍ଚ୍ଚାକୁ ଆସୁଥିଲା ବେଳେ ଏବେ ଫାଇନାଲ୍ ଆଉଟପୁଟ୍ ସାମ୍ନାକୁ ଆସିଛି। ଦୀର୍ଘ ୨୦ ବର୍ଷ ପରେ କଂଗ୍ରେସ ଗାନ୍ଧି ପରିବାରକୁ ବାଦ ଦେଇ ନିର୍ବାଚିନ ଜରିଆରେ ନିଜର ଅଧ୍ୟକ୍ଷ…
ନ୍ୟୁଜ୍, ପଲିଟିକ୍ସ ଜେପି ନଡ୍ଡାଙ୍କ କଟାକ୍ଷ: କଂଗ୍ରେସ ଭାଇ ଭଉଣୀଙ୍କ ପାର୍ଟି September 29, 2022 ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ସମାବେଶରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ଟିପ୍ପଣୀ ଦେବା ସହ ତେରେଛା ବାଣ ମାରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ବର୍ଣ୍ରନା କରିଛନ୍ତି ନଡ୍ଡା। ତେବେ ଏହାରି ଭିତରେ ସେ କଂଗ୍ରେସକୁ ଯାର୍ଗେଟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ…
ନ୍ୟୁଜ୍, ପଲିଟିକ୍ସ ଗେହଲଟ ନା ପାଇଲଟ୍:କାହା ହାତରେ ରହିବ ରାଜସ୍ଥାନ ରିମୋର୍ଟ September 26, 2022 ରାଜସ୍ଥାନ କଂଗ୍ରେସର ସ୍ଥିତିକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି। ରାଜସ୍ଥାନର ମଙ୍ଗ କିଏ ସମ୍ଭାଳିବ? ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ କାହାକୁ ବାଛିବ ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କିଏ ହେବ…
ନ୍ୟୁଜ୍ ବଢୁଛି ଆଶାୟୀଙ୍କ ତାଲିକା: କିଏ ଜିତିବ ବାଜି? September 24, 2022 କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗାନ୍ଧୀ ପରିବାର ରେସରେ ଯୋଡି ହେବେନାହିଁ ବୋଲି ସ୍ପଷ୍ଟ ହୋଇଛି। ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା…
ନ୍ୟୁଜ୍, ପଲିଟିକ୍ସ ଓଡ଼ିଶା ଉପରେ ନାହିଁ କି ରାହୁଲଙ୍କ ନଜର:ଭାରତ ଯୋଡ଼ୋ ଯାତ୍ରାରୁ ଓଡ଼ିଶା ବାଦ୍ September 22, 2022 କଂଗ୍ରେସ ତାର ସ୍ଥିତି ସଜାଡ଼ିବାକୁ ପ୍ରୟାସ ଜାରୀ ରଖିଛି। ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ରାଜ୍ୟ ରାଜ୍ୟ ବୁଲି ସଂଗଠନ ସଜାଡୁଛି। ୨୪ନିର୍ବାଚନକୁ ଆଖିରେ ରଖି ସକ୍ରିୟ ହେଉଛି କଂଗ୍ରେସ। ଓଡ଼ିଶାରେ ମଧ୍ୟ କଂଗ୍ରେସର ସ୍ଥିତି ଦିନକୁଦିନ ଶୋଚନୀୟ ହେପବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନ ପରେ ମଧ୍ୟ ଆାଶାନୁରୂପ ଫିଲ୍ଡ…
ନ୍ୟୁଜ୍, ପଲିଟିକ୍ସ କଂଗ୍ରେସ ସମ୍ଭାଳିବେ ଅଣଗାନ୍ଧି:ଶଶି ଥରୁର୍ ଅଥବା ଅଶୋକ ଗେହଲଟ୍ ହୋଇପାରନ୍ତି କଂଗ୍ରେସ କିଙ୍ଗ September 20, 2022 ବହୁ ଦିନର ବ୍ୟବଧାନ ପରେ କଂଗ୍ରେସ ଦଳ ନୂଆ ସଭାପତି ବାଛିବାକୁ ନିଷ୍ପତ୍ତି ନେଇଛି। ଅକ୍ଟୋବରରେ କଂଗ୍ରେସ ଦଳ ନୂଆ ମୁଖିଆ ଚୟନ କରିବ। ପ୍ରାୟତଃ ଗାନ୍ଧି ପରିବାର କଂଗ୍ରେସ ଦଳର ମୁଖିଆ ଆସନରେ ବସି ଆସୁଥିଲା ବେଳେ ଚଳିତ ଥର କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବ। ଗାନ୍ଧି ପରିବାରର କୌଣସି…
Connect With Us