ନିର୍ବାଚନରେ ଚିହ୍ନ କାହିଁକି?ନିର୍ବାଚନ ସମୟରେ ପ୍ରାର୍ଥିଙ୍କ ପାଇଁ ଚିହ୍ନର ବ୍ୟବହାର ହୋଇଥାଏ। ଭାରତରେ ରାଜନୈତିକ ଦଳଗୁଡିକ ସେମାନଙ୍କ ନାମ ଏବଂ ରାଜନୈତିକ ଦଳ ଚିହ୍ନ ବା ପ୍ରତୀକ ଦ୍ୱାରା ଚିହ୍ନିତ । ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଦଳର ପ୍ରତୀକ ବଣ୍ଟନ କରାଯାଇଛି। ନାମ ଦ୍ୱାରା ପ୍ରାର୍ଥିଙ୍କୁ ଚିହ୍ନିତ କଲେ ଅଶିକ୍ଷିତ…