ସ୍ପୋର୍ଟସ୍ ଅଢ଼େଇ ଦିନରେ ଖେଳ ଶେଷ, ଓ୍ୱେଷ୍ଟଇଣ୍ଡିଜକୁ ଇନିଂସ ଓ ୨୭୨ରନରେ ହରାଇ ରେକର୍ଡ କଲା ଟିମ୍-ଇଣ୍ଡିଆ October 6, 2018 ଭୁବନେଶ୍ୱର: ପ୍ରଥମେ ବ୍ୟାଟସମ୍ୟାନ ପରେ ବୋଲର କମାଲ୍ । ରାଜକୋଟ ଟେଷ୍ଟରେ ବାଜି ମାରି ନେଲା ଟିମ୍ ଇଣ୍ଡିଆ। ଭ୍ରମଣକାରୀ ଦଳକୁ ଇନିଂସ ଓ ୨୭୨ ରନର ବ୍ୟବଧାନରେ ହରାଇ ଇତିହାସ ରଚିଛି ଭାରତ । ମାତ୍ର ଦେଢ଼ ଦିନରେ ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ କାରାବିଆନ୍ କ୍ରିକେଟର। ଦୁଇଟିଯାକ…
Connect With Us