ଅକଲାଣ୍ଡରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ୭ ଓ୍ୱିକେଟରେ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ। ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ସମସ୍ତ ଚାହୁଁଥିଲେ ଭାରତ କମବ୍ୟାକ୍ କରୁ। ଟସ୍ ଜିତି କିଓ୍ୱି ବାହିନୀ ପ୍ରଥମେ ବ୍ୟାଟିଂ କରିଥିବାରୁ ଲାଗୁଥିଲା ପୁଣି ଥରେ ଧମାକାଦାର…