କାରଗିଲ୍ ଯୁଦ୍ଧର ହିରୋ ବିବେକ ରାମ୍ ଚୈଧୁରୀଙ୍କ କାନ୍ଧରେ ଭାରତୀୟ ବାୟୁସେନାର ଭାର। କର୍ତ୍ତବ୍ୟ ପରାୟଣ ଅଫିସରଙ୍କ ଲିଷ୍ଟରେ ମର୍ଯ୍ୟଦାର ସହ ଉଚ୍ଚାରଣ ହେଉଥିବା ବିବେକ ରାମ, ଦେଶର ୨୭ତମ ଏୟାର ଚିଫ୍ ମାର୍ଶଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।…