ନ୍ୟୁଜ୍, ପଲିଟିକ୍ସ ଫୋନି ପାଇଁ ପାଟକୁରା ନିର୍ବାଚନ ଘୁଞ୍ଚିଲା:କିନ୍ତୁ ହକି ଲିଗ୍ ପାଇଁ IAS ଲବି May 17, 2019 ଫୋନିର ତାଣ୍ଡବରେ ୬୪ଜଣଙ୍କ ଜୀବନ ଗଲା।ଧ୍ୱସ୍ତ ହୋଇଗଲା ପୁରୀ,ଖୋର୍ଦ୍ଧା ଓ କଟକ ଜିଲ୍ଲା।ଫୋନି ଯିବାର ୨ସପ୍ତାହ ପରେ ମଧ୍ୟ ବିଦ୍ୟୁତ ଓ ପାଣି ଲାଗି ଡ଼ହଳ ବିକଳ ହେଉଛନ୍ତି ଭୁବନେଶ୍ୱରବାସୀ।ଅପରପକ୍ଷରେ୨୦୨୦ରେ ଜାପାନରେ ହେବାକୁ ଥିବା ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ ଲାଗି ହକି ସିରିଜର ଆୟୋଜନ କରୁଛନ୍ତି ଓଡ଼ିଶା ସରକାର।୮ଟି ଦେଶକୁ…
Connect With Us