ନ୍ୟୁଜ୍
ଅଧିକ ଭୋଟରେ ହିଞ୍ଜିଳିରୁ ଜିତିଲେ,ବିଜେପୁର ଆସନରୁ ନବୀନ ଦେଇପାରନ୍ତି ଇସ୍ତଫା!
ବିଜୁ ପଟ୍ଟନାୟକ ନିଜର ଶେଷ ନିର୍ବାଚନ ଦୁଇଟି ଆସନରୁ ଲଢ଼ିଥିଲେ।୧୯୯୬ନିର୍ବାଚନରେ କଟକ ଏବଂ ଆସିକା ଲୋକସଭା ଆସନରୁ ବିଜୁ ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।ଆଉ ଉଭୟ ଆସନରୁ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ। ତେବେ ଅଧିକ ଭୋଟ ପାଇଥିବାରୁ ନିଜ ଜିଲ୍ଲା ଗଞ୍ଜାମର ଆସିକା ଆସନକୁ… Read More