ସ୍ପୋର୍ଟସ୍
ବାପାଙ୍କୁ ବିଶ୍ୱକପ ଖେଳିବାକୁ ମିଳିନଥିଲା ସୁଯୋଗ, କିନ୍ତୁ ପୁଅ ହାର୍ଦ୍ଦିକ ସିଂ ଓ୍ଵାର୍ଲଡ କପ ଟିମରେ ବେଷ୍ଟ ମିଡ୍ ଫିଲଡର
କଠିନ ପରିଶ୍ରମ,ଏକାଗ୍ରତା ଓ ନିଷ୍ଠା ଜଣେ ବ୍ୟକ୍ତିଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ। ସେମିତି ଜଣେ ବ୍ୟକ୍ତିତ୍ୱ ହାର୍ଦ୍ଦିକ ସିଂ। ଅନେକ ବୋଧେ ତାଙ୍କୁ ଜାଣି ନଥିବେ। ଭାରତୀୟ ହକିର ରାଇଜିଂ ଷ୍ଟାର୍। ଚଳିତ ହକି ବିଶ୍ୱକପ୍ର ଚୂଡ଼ାନ୍ତ ଦଳରେ ଅଛନ୍ତି। ଦିନେ ବଲ୍ ବଏ… Read More