ପଲିଟିକ୍ସ
ବାରିପଦା ସମାବେଶରେ ଏକାଠି ହୋଇପାରନ୍ତି ଦାମ-ବୈଜୟନ୍ତ
ଭୁବନେଶ୍ୱର: ଦାମଦୋର ରାଉତ ଏବଂ ବୈଜୟନ୍ତ ପଣ୍ଡା ଗୋଟିଏ ମଞ୍ଚରୁ ନବୀନ ପଟ୍ଟନାୟକଙ୍କୁ ଆଟାକ୍ କରିବାକୁ ଯାଉଛନ୍ତି। ବାରିପଦାର ଛଉ ପଡ଼ିଆରୁ ଉଭୟ ନିଜର ରାଗ ବିଜେଡି ସରକାର ଉପରେ ଝାଡିବେ ବୋଲି ଖବର ରହିଛି। ଆଦିବାସୀଙ୍କ ଗଡ଼ ମୟୂରଭଞ୍ଜରୁ ଏକ ଅଣ-ରାଜନୈତିକ ବ୍ୟାନରରୁ… Read More