ନ୍ୟୁଜ୍
ପରମାଣୁ ବୋମା ପରୀକ୍ଷା କରାଇଥିବା ଜିଆଣ୍ଟ କିଲର୍ ଜର୍ଜ ଫର୍ଣ୍ଣାଡିସଙ୍କ ଦେହାନ୍ତ
ନିରବି ଯାଇଛନ୍ତି ଜିଆଣ୍ଟ କିଲର୍ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜର୍ଜ ସାହେବଙ୍କ ଆଜି ଦେହାନ୍ତ ହୋଇଛି। ୧୯୩୦ ମସିହା ଜୁନ୍ ୩ରେ ଜନ୍ମଗ୍ରହଣ କରିଥିବା ଜର୍ଜ ସାହେବ ଆଜି ୮୮ବର୍ଷ ବୟସରେ ଅସ୍ତମିତ… Read More