ଭାରତର ଏକ ସମ୍ମାନଜନକ ପୁରସ୍କାର ହେଉଛି ପଦ୍ମଶ୍ରୀ। ଏହି ସମ୍ମାନ ପାଇବା ଖୁବ୍ କମ୍ ଜଣଙ୍କ ଭାଗ୍ୟରେ ଜୁଟେ। ଏ ସମ୍ମାନଜନକ ପଦବୀର ଅଧିକାରୀ ହେବାକୁ ହେଲେ ଅନେକ ପ୍ରତିଭାର ଅଧିକାରୀ ହେବାକୁ ପଡିଥାଏ। ପଦ୍ମଶ୍ରୀ ପୁରସ୍କାର ଭଳି ସମ୍ମାନଜନକ ପୁରସ୍କାରର ହକଦାରଙ୍କୁ ବେଶ୍ ପ୍ରତିଷ୍ଠା ପ୍ରସିଦ୍ଧି ମିଳିଥାଏ। ମାତ୍ର ଏ…