ଦେଶର ସାକ୍ଷରତା ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ସ୍କୁଲ୍ ଚଲେ ହମ୍ ର ସଫଳତା ପରେ ଆରମ୍ଭ ହେବାକୁ ଯାଉଛି ପଢ଼େ ଭାରତ ଅଭିଯାନ।ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ବୃଦ୍ଧି କରିବାକୁ ମଧ୍ୟାହ୍ନଭୋଜନ ଆଦି ଯୋଜନା ପ୍ରଣୟନ କରାଯାଇଛି।ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେବା ପରେ ଏବେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି।ଶିକ୍ଷା କ୍ଷେତ୍ରରେ…