ସ୍ପୋର୍ଟସ୍
ଇଅନ୍ ମୋର୍ଗାନ ଛକା ବର୍ଷା କଲେ, ଶାନ୍ତିରେ ଶୋଇ ପାରିଲେନି ରସିଦ ଖାନ୍
ଚଳିତ ବିଶ୍ୱକପରେ ପୈସା ଓ୍ୱସୁଲ୍ ଇନିଂସ ଖେଳିଛି ଆୟୋଜକ ଇଂଲଣ୍ଡ। ଦୁର୍ବଳ ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ବୃହତ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ରନ୍ ପାହାଡ଼ ଠିଆ କରିଥିଲା ଇଂଲଣ୍ଡ। ଆଫଗାନିସ୍ତାନ ଆଗରେ ୩୯୮ ରନ୍ ଟାର୍ଗେଟ ରଖିଥିଲା। ମ୍ୟାଚର… Read More