ନ୍ୟୁଜ୍
ଜନ୍ମକୁ ବଳିଯିବ ମୃତ୍ୟୁହାର: ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ୭ହାତୀ ମୃତ
ଢେଙ୍କାନାଳ: ବିଦ୍ୟୁତ ଆଘାତରେ ଢେଙ୍କାନାଳ କମଳାଙ୍ଗ ଗାଁରେ ୭ହାତୀଙ୍କ ମୃତ୍ୟୁ ହୋଇଛି। ଗାଁର ଏକ ବିଲ ମଝିରେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ହତୀମାନଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁ ନିକଟରେ ରେଲୱେ ଟ୍ରାକ ପାଇଁ ବିଦ୍ୟୁତ ତାର ଟଣାଯାଇଥିଲା।… Read More