ନ୍ୟୁଜ୍
ରୋହିତଙ୍କୁ କାହିଁକି ୨୦୧୧ବିଶ୍ୱକପରେ ସ୍ଥାନ ମିଳି ନଥିଲା? ସିକ୍ରେଟ୍ ଖୋଲିଲେ କୋଚ୍
ଇଣ୍ଡିଆନ କ୍ରିକେଟ ଟିମର ହିଟ୍ ମ୍ୟାନ୍ ରୋହିତ ଶର୍ମା।ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆର ଷ୍ଟାର ଓପନର।ଏପର୍ଯ୍ୟନ୍ତ ୩ଟି ମ୍ୟାଚରେ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି।ଦିନିକିଆରେ ତିନି ତିନିଟି ଦ୍ୱଶତକ ବି ନିଜ ନାଁରେ କରିଛନ୍ତି ରୋହିତ। ସେ କ୍ରିଜରେ ଠିଆ ହେଲେ… Read More